ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ
azadi ka amrit mahotsav

ଶ୍ରୀ କମଲ କିଶୋର ସୋନ ଇଏସଆଇସିର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 07 JUN 2024 4:18PM by PIB Bhubaneswar

ଝାଡ଼ଖଣ୍ଡ କ୍ୟାଡର (ବ୍ୟାଚ୍ : ୧୯୯୮) ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ ଶ୍ରୀ କମଲ କିଶୋର ସୋନ୍ ବର୍ତ୍ତମାନ ଶ୍ରମ ନିଯୁକ୍ତି ମନ୍ତ୍ରଣାଳୟଅଧୀନରେ ଶ୍ରମ କଲ୍ୟାଣ ମନ୍ତ୍ରଣାଳୟର ଶ୍ରମ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଏବଂ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି, ୩୧.୦୫.୨୦୨୪ରେ ଶ୍ରମ ନିଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ମହାନିର୍ଦ୍ଦେଶକ ଭାବେ ସେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ

ସେ ଝାଡ଼ଖଣ୍ଡ ରାଜ୍ୟର ବିଭିନ୍ନ ବିଭାଗ ଯଥା ଜମି ରାଜସ୍ଵ ପରିଚାଳନା ଜିଲ୍ଲା ପ୍ରଶାସନ, କୃଷି ଏବଂ ସହଯୋଗ, ସ୍ଵାସ୍ଥ୍ୟ, କୋଠା ନିର୍ମାଣ, ପରିବହନ, ଅର୍ଥ, ଶକ୍ତି, ଜଳସମ୍ପଦ, ସାମାଜିକ ନ୍ୟାୟ ସଶକ୍ତୀକରଣ ଇତ୍ୟାଦି ବିଭାଗରେ କାର୍ଯ୍ୟ କରିସାରିଛନ୍ତି

*******

NS/SLP


(ରିଲିଜ ଆଡି: 2023604) ପରିଦର୍ଶକ କାଉଣ୍ଟର : 124