ରେଳ ମନ୍ତ୍ରଣାଳୟ
azadi ka amrit mahotsav

ପୁନଃନିର୍ମାଣ କାର୍ଯ୍ୟ ପାଇଁ ନୂଆଦିଲ୍ଲୀ ରେଳଷ୍ଟେସନକୁ ବନ୍ଦ କରାଯିବା ଉପରେ ସ୍ପଷ୍ଟୀକରଣ

ପୋଷ୍ଟ କରାଯିବା ଦିନାଙ୍କ: 27 MAY 2024 5:17PM by PIB Bhubaneswar

 

ପୁନଃନିର୍ମାଣ କାର୍ଯ୍ୟ ପାଇଁ ଚଳିତ ବର୍ଷ ଶେଷ ସୁଦ୍ଧା ନୂଆଦିଲ୍ଲୀ ରେଳଷ୍ଟେସନ ବନ୍ଦ କରାଯିବ ବୋଲି ଗଣମାଧ୍ୟମର କିଛି ବିଭାଗ ରିପୋର୍ଟ କରିଛି ।

ଘୋଷଣା କରାଯିବ ଯେ, ନୂଆଦିଲ୍ଲୀ ରେଳଷ୍ଟେସନ କେବେବି ବନ୍ଦ କରିଦିଆଯିବ ନାହିଁ ।

ସୂଚନାଯୋଗ୍ୟ, ଯେତେବେଳେ ଏକ ରେଳଷ୍ଟେସନର ପୁନଃନିର୍ମାଣ କାର୍ଯ୍ୟ କରାଯାଏ, କିଛି ଟ୍ରେନର ଗତିପଥ ବଦଳାଇ ଦିଆଯାଇଥାଏ ଏବଂ ଆଉ କେତେକ ଟ୍ରେନକୁ ଆବଶ୍ୟକତା ଅନୁଯାୟୀ ନିୟନ୍ତ୍ରଣ କରାଯାଇଥାଏ । ଟ୍ରେନ୍‌ଗୁଡିକର ଏପରି ପରିବର୍ତ୍ତନ ଓ ନିୟନ୍ତ୍ରଣ ସମ୍ପର୍କରେ ଆଗୁଆ ସୂଚନା ଦିଆଯିବ ।

SR


(ରିଲିଜ ଆଡି: 2021862) ପରିଦର୍ଶକ କାଉଣ୍ଟର : 171