ପୋଷ୍ଟ କରାଯିବା ଦିନାଙ୍କ:
18 MAR 2024 6:35PM by PIB Bhubaneswar
ରୁଷିଆର ରାଷ୍ଟ୍ରପତି ଭାବରେ ପୁ୍ଣି ଥରେ ନିର୍ବାଚିତ ହୋଇଥିବାରୁ ଭ୍ଲାଦିମିର୍ ପୁଟିନ୍ଙ୍କୁ ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ବର୍ଷମାନଙ୍କରେ ଭାରତ ଓ ରୁଷ୍ ମଧ୍ଯରେ ସମୟ-ସାମୟିକ ସ୍ବତନ୍ର ଏବଂ ବିଶେଷ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା କ୍ଷେତ୍ରରେ ମିଳିତ ଭାବରେ କାର୍ଯ୍ୟ କରିବା ଉପରେ ମଧ୍ଯ ପ୍ରଧାନମନ୍ରୀ ଗୁରୁତ୍ବାରୋପ କରିଛନ୍ତି।
ପ୍ରଧାନମନ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ରୁଷିଆର ରାଷ୍ଟ୍ରପତି ଭାବରେ ପୁଣି ନିର୍ବାଚିତ ହୋଇଥିବାରୁ ମହାମହିମ ଭ୍ଲାଦିମିର୍ ପୁଟିନ୍ଙ୍କୁ ହାଦ୍ର୍ଧିକ ଅଭିନନ୍ଦନ। ଆଗାମୀ ବର୍ଷମାନଙ୍କରେ ଭାରତ ଏବଂ ରୁଷ୍ ମଧ୍ଯରେ ସମୟ-ସାମୟିକ ସ୍ବତନ୍ର ଓ ବିଶେଷ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା କ୍ଷେତ୍ରରେ ମିଳିତ ଭାବରେ କାର୍ଯ୍ୟ କରିବା ପାଇଁ ଉତ୍ସାାହିତ ଅଛି।”
SR