ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମଦୁରାଇ ମୀନାକ୍ଷୀ ଅମ୍ମନ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା
Posted On:
27 FEB 2024 10:17PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଦୁରାଇ ମୀନାକ୍ଷୀ ଅମ୍ମନ ମନ୍ଦିରରେ ପ୍ରାର୍ଥନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ମଦୁରାଇ ମୀନାକ୍ଷୀ ଅମ୍ମନ ମନ୍ଦିରରେ ପ୍ରାର୍ଥନା କରି ନିଜକୁ ଧନ୍ୟ ମନେକରୁଛି ।’
SR
(Release ID: 2009681)
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam