ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୁଜରାଟର ମହେସଣାରେ ବଲୀନାଥ ମହାଦେବ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା
ପୋଷ୍ଟ କରାଯିବା ଦିନାଙ୍କ:
22 FEB 2024 6:15PM by PIB Bhubaneswar
ଗୁଜରାଟର ମହେସଣାରେ ବଲୀନାଥ ମହାଦେବ ମନ୍ଦିରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂଜା ସହ ଦର୍ଶନ କରିଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଜୟ ବଲୀନାଥ! ଆଜି ମୁଁ ମହେସଣା ତାରଭରେ ବଲୀନାଥ ମହାଦେବଙ୍କୁ ଦର୍ଶନ କଲି ଏବଂ ସମସ୍ତଙ୍କ କଲ୍ୟାଣ ଲାଗି ପ୍ରାର୍ଥନା କଲି ।’
SR
(ରିଲିଜ ଆଡି: 2009662)
ପରିଦର୍ଶକ କାଉଣ୍ଟର : 99
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam