ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କ୍ରିକେଟର ମହମ୍ମଦ ଶାମିଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ
Posted On:
27 FEB 2024 12:26PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ରିକେଟର ମହମ୍ମଦ ଶାମିଙ୍କ ଦ୍ରୁତ ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ।
ଏକ ଏକ୍ସ ପୋଷ୍ଟରେ ମହମ୍ମଦ ଶାମି କହିଥିଲେ ଯେ, ତାଙ୍କ ପାଦରେ ଆକିଲିସ୍ ଟେଣ୍ଡନ୍ର ଅପରେସନ ହୋଇଛି ।
ମହମ୍ମଦ ଶାମିଙ୍କ ଏକ୍ସ ହ୍ୟାଣ୍ଡେଲରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଆପଣଙ୍କ ଶୀଘ୍ର ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମନା କରୁଛି । ମୋର ବିଶ୍ୱାସ ଯେ ଆପଣ ସେହି ସାହସର ସହ ଏହି ଆଘାତ ଉପରେ କାବୁ ପାଇଯିବେ ଯାହା କି ଆପଣଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ।’
SR
(Release ID: 2009411)
Visitor Counter : 69
Read this release in:
Tamil
,
English
,
Urdu
,
Marathi
,
Hindi
,
Bengali-TR
,
Bengali
,
Manipuri
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam