ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲଖିସରାଇ ସଡ଼କ ଦୁର୍ଘଟଣାରେ ପ୍ରାଣହାନି ଯୋଗୁ ପ୍ରଧାନମନ୍ତ୍ରୀଙ୍କ ଶୋକ
Posted On:
21 FEB 2024 12:37PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରର ଲଖିସରାଇ ସଡ଼କ ଦୁର୍ଘଟଣାରେ ଜୀବନ ହାନି ଯୋଗୁ ଦୁଃଖ ବ୍ୟକ୍ତ କରିଛନ୍ତି ।
ଆହତମାନେ ଶୀଘ୍ର ସୁସ୍ଥ ହେବାକୁ ସେ ପ୍ରାର୍ଥନା କରିଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟ କରାଯାଇଛି:
‘ବିହାରର ଲଖିସରାଇରେ ହୋଇଥିବା ସଡ଼କ ଦୁର୍ଘଟଣା ପାଇଁ ଅତ୍ୟନ୍ତ ଦୁଃଖିତ । ଦୁର୍ଘଟଣାରେ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ସମବେଦନା । ସମସ୍ତ ଆହତ ଶୀଘ୍ର ସୁସ୍ଥ ହେବାକୁ କାମନା କରୁଛି । ରାଜ୍ୟ ସରକାରଙ୍କ ତଦାରଖରେ ସ୍ଥାନୀୟ ପ୍ରଶାସନ ସବୁପ୍ରକାର ସହାୟତାରେ ଲାଗିଛି: ପ୍ରଧାନମନ୍ତ୍ରୀ’ ।
SR
(Release ID: 2007948)
Visitor Counter : 115
Read this release in:
Kannada
,
English
,
Urdu
,
Hindi
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam