ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବସନ୍ତ ପଞ୍ଚମୀ, ସରସ୍ୱତୀ ପୂଜା ଅବସରରେ ଦେଶକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
14 FEB 2024 11:14AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବସନ୍ତ ପଞ୍ଚମୀ ଏବଂ ସରସ୍ୱତୀ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଦେଶର ମୋର ପରିବାରଜନଙ୍କୁ ବସନ୍ତ ପଞ୍ଚମୀ ଏବଂ ସରସ୍ୱତୀ ପୂଜାର ଅନନ୍ତ ଶୁଭକାମନା ।’
SR
(ରିଲିଜ ଆଡି: 2006109)
ପରିଦର୍ଶକ କାଉଣ୍ଟର : 99
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam