ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରୋହନ ବୋପନ୍ନାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 02 FEB 2024 10:27PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେନିସ୍ ଖେଳାଳି ରୋହନ ବୋପନ୍ନାଙ୍କୁ ଭେଟିଛନ୍ତି ।

 

ଅଷ୍ଟ୍ରେଲିଆନ୍ ଓପନ ଜିତିବା ପାଇଁ ସେ ବୋପନ୍ନାଙ୍କୁ ପ୍ରଶଂସା କରି କହିଥିଲେ, ତାଙ୍କ ଉପଲବ୍ଧି ଯୋଗୁ ଭାରତ ଗର୍ବିତ ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ରୋହନ ବୋପନ୍ନାଙ୍କୁ ଭେଟି ମୁଁ ଖୁସି । ତୁମ ସଫଳତା ଭାରତକୁ ଗର୍ବିତ କରେ ଏବଂ ତୁମ ଉତ୍ସର୍ଗ ଅନେକ ଲୋକଙ୍କୁ ପ୍ରେରିତ କରିଥାଏ । ତୁମର ଭବିଷ୍ୟତର ଉଦ୍ୟମ ପାଇଁ ମୋର ଶୁଭେଚ୍ଛା ।’ 

 

SR


(रिलीज़ आईडी: 2002313) आगंतुक पटल : 134
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Malayalam