ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କ ସହ ଜୟପୁରରେ ଜନ୍ତରମନ୍ତର ଗସ୍ତ କରିଛନ୍ତି

Posted On: 25 JAN 2024 10:37PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କ ସହ ଜୟପୁରରେ ଜନ୍ତରମନ୍ତର ବୁଲିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କ ସହ ଜୟପୁରରେ ଜନ୍ତରମନ୍ତର ପରିଦର୍ଶନ କରିଛି । ଏହି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଭାରତର ସମୃଦ୍ଧ ଐତିହ୍ୟର ପ୍ରମାଣ । ଏହା ପ୍ରାଚୀନ ଜ୍ଞାନ ଏବଂ ଆଧୁନିକ ବିଜ୍ଞାନର ମିଶ୍ରଣର ପ୍ରତୀକ, ଯାହାକୁ ଉଭୟ ଭାରତ ଏବଂ ଫ୍ରାନ୍ସ ପ୍ରଶଂସା କରନ୍ତି ।’


 

SR



(Release ID: 1999985) Visitor Counter : 58