ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗଣତନ୍ତ୍ର ଦିବସରେ ପ୍ରତ୍ୟେକ ନାଗରିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
26 JAN 2024 9:41AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୭୫ତମ ଗଣତନ୍ତ୍ର ଦିବସର ସ୍ୱତନ୍ତ୍ର ଅବସରରେ ପ୍ରତ୍ୟେକ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଦେଶର ନିଜ ସମସ୍ତ ପରିବାରଜନଙ୍କୁ ଗଣତନ୍ତ୍ର ଦିବସର ବହୁତ ବହୁତ ଶୁଭକାମନା । ଜୟ ହିନ୍ଦ୍!’
SR
(ରିଲିଜ ଆଡି: 1999982)
ପରିଦର୍ଶକ କାଉଣ୍ଟର : 127
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam