ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କେରଳର ଗୁରୁଭାୟୁରଠାରେ ଥିବା ଗୁରୁଭାୟୁର ମନ୍ଦିରରେ ଦର୍ଶନ, ପୂଜା କଲେ ପ୍ରଧାନମନ୍ତ୍ରୀ
Posted On:
17 JAN 2024 1:59PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର ଗୁରୁଭାୟୁରଠାରେ ଗୁରୁଭାୟୁର ମନ୍ଦିରରେ ଦର୍ଶନ ଓ ପୂଜା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ପବିତ୍ର ଗୁରୁଭାୟୁର ମନ୍ଦିରରେ ପ୍ରାର୍ଥନା କଲି । ଏହି ମନ୍ଦିରର ଈଶ୍ୱରୀୟ ଶକ୍ତି ଅପାର । ପ୍ରତି ଭାରତୀୟଙ୍କ ଖୁସି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛି ।’
SR
(Release ID: 1996977)
Visitor Counter : 101
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam