ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
15 JAN 2024 9:38AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମକର ସଂକ୍ରାନ୍ତି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
ସାଧନା - ଧ୍ୟାନ ଏବଂ ଦାନ - ପୁଣ୍ୟର ପବିତ୍ର ପରମ୍ପରା ସହିତ ଯୋଡି ହୋଇଥିବା ପବିତ୍ର ପର୍ବ ମକର ସଂକ୍ରାନ୍ତିର ଅନେକ ଅନେକ ଶୁଭେଚ୍ଛା । ପ୍ରକୃତିର ଏହି ଉତ୍ସବରେ ଉତ୍ତରାୟଣ ସୂର୍ଯ୍ୟଦେବଙ୍କ ନିକଟରେ ଏହି କାମନା କରୁଛି ଯେ, ସେ ଦେଶରେ ବସବାସ କରୁଥିବା ମୋର ସମସ୍ତ ପରିବାର ପରିଜନଙ୍କୁ ସୁଖ - ସମୃଦ୍ଧି, ସୌଭାଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ ।
"ଶୁଭେଚ୍ଛା ସଂକ୍ରାନ୍ତି । "ସଂକ୍ରାନ୍ତିର ଶୁଭେଚ୍ଛା ।
***
SSP
(ରିଲିଜ ଆଡି: 1996170)
ପରିଦର୍ଶକ କାଉଣ୍ଟର : 101
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam