ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହରିହରନ୍ ଗାଇଥିବା ଭକ୍ତି ଭଜନ "ସବନେ ତୁମ୍‌ହେଁ ପୁକରା ଶ୍ରୀରାମ ଜୀ" କୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 09 JAN 2024 9:18AM by PIB Bhubaneshwar

ଉଦୟ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ହରିହରନ ଗାଇଥିବା ଭକ୍ତି ଭଜନ "ସବନେ ତୁମ୍‌ହେଁ ପୁକାରା ଶ୍ରୀରାମ ଜୀ"କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି;

‘‘ହରିହରନ୍ ଜିଙ୍କ ଅଦ୍‌ଭୁତ ସ୍ବରରେ ସଜ୍ଜିତ ଏହି ରାମ ଭଜନ ସମସ୍ତଙ୍କୁ ରାମଙ୍କ ଭକ୍ତିରେ ଲୀନ କରିଦେବ। ଆପଣ ମଧ୍ୟ ଏହି ଭକ୍ତି ଭଜନର ନିଶ୍ଚିତ ଭାବରେ ଆନନ୍ଦ ଲାଭ କରନ୍ତୁ। #ShriRamBhajan”

 

BS


(Release ID: 1994476) Visitor Counter : 117