ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୋଆ ମୁକ୍ତି ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ଗୋଆକୁ ମୁକ୍ତ କରିବା ଲାଗି ଆନ୍ଦୋଳନକୁ ସଶକ୍ତ କରିଥିବା ସମସ୍ତ ମହାନ ଜନନେତାଙ୍କ ବୀରତ୍ୱକୁ ସ୍ମରଣ କରିଛନ୍ତି

प्रविष्टि तिथि: 19 DEC 2023 3:44PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆ ମୁକ୍ତି ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଗୋଆ ମୁକ୍ତି ଦିବସରେ ଶୁଭେଚ୍ଛା । ଆମେ ସମସ୍ତ ଜନନାୟକଙ୍କ ବୀରତ୍ୱକୁ ମନେ ରଖିଛୁ ଯେଉଁମାନେ ଗୋଆ ମୁକ୍ତି ଆନ୍ଦୋଳନକୁ ସଶକ୍ତ କରିଥିଲେ । ସେମାନଙ୍କ ଉତ୍ସର୍ଗ ଆମକୁ ସର୍ବଦା ଗୋଆର ଅଭିବୃଦ୍ଧି ଏବଂ ସମୃଦ୍ଧି ଦିଗରେ କାମ କରିବାକୁ ପ୍ରେରଣା ଦେଇଥାଏ ।’

 

  SR


(रिलीज़ आईडी: 1990424) आगंतुक पटल : 93
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Bengali-TR , Bengali , Manipuri , Assamese , Punjabi , Gujarati , Tamil , Telugu , Malayalam