ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭିବିଏସ୍ୱାଇ ସମୟରେ ୧ କୋଟି ଆୟୁଷ୍ମାନ କାର୍ଡ ଜାରି ହୋଇଥିବାରୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି
प्रविष्टि तिथि:
23 DEC 2023 10:10AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୟରେ ୧ କୋଟି ଆୟୁଷ୍ମାନ କାର୍ଡ ଜାରି ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।
ଏହି ସଫଳତାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସରକାରୀ ଯୋଜନାର ଲାଭ ସମସ୍ତ ଯୋଗ୍ୟ ନାଗରିକ ମାନଙ୍କ ନିକଟରେ ପହଞ୍ଚାଇବା ହେଉଛି ଭିବିଏସୱାଇର ଉଦ୍ଦେଶ୍ୟ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି –
ବହୁତ ଉତ୍ସାହିତ କରିବା ଭଳି ସୂଚନା । ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ଉଦ୍ଦେଶ୍ୟ ହେଉଛି ସାରା ଦେଶର ମୋର ସମସ୍ତ ଗରିବ ଭାଇ ଭଉଣୀଙ୍କ ପାଖରେ ଆମ ଯୋଜନାର ଲାଭ ପହଂଚାଇବା ।
***
SSP
(रिलीज़ आईडी: 1990040)
आगंतुक पटल : 100
इस विज्ञप्ति को इन भाषाओं में पढ़ें:
Telugu
,
English
,
Gujarati
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Tamil
,
Kannada
,
Malayalam