ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ୭୫ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ସ୍ୱାଗତ କରିବାକୁ ଆଗ୍ରହୀ

Posted On: 22 DEC 2023 11:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୭୫ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ସ୍ୱାଗତ କରିବାକୁ ଆଗ୍ରହୀ ।

ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଏକ୍ସରେ ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି :

ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍‌, ଆମେ ୭୫ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଆପଣଙ୍କୁ ସ୍ୱାଗତ କରିବାକୁ ଉତ୍ସାହର ସହ ଅପେକ୍ଷା କରିଛୁ । ଆମେ ଭାରତ - ଫ୍ରାନ୍ସ ରଣନୈତିକ ଭାଗିଦାରୀ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧରେ ମିଳିତ ବିଶ୍ୱାସକୁ ମଧ୍ୟ ପାଳନ କରିବୁ । ଖୁବ୍ ଶୀଘ୍ର ଦେଖାହେବ ! "

ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍‌, ଆମେ ୭୫ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଆପଣଙ୍କୁ ସ୍ୱାଗତ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛୁ । ଆମେ ଭାରତ - ଫ୍ରାନ୍ସ ରଣନୈତିକ ଭାଗିଦାରୀ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧରେ ମିଳିତ ବିଶ୍ୱାସକୁ ମଧ୍ୟ ପାଳନ କରିବୁ । ଖୁବ୍ ଶୀଘ୍ର ଦେଖାହେବ ! https://t.co/jvzvOY2NNa

— Narendra Modi (@narendramodi) December 22, 2023

*****

SSP



 

 



(Release ID: 1990033) Visitor Counter : 45