ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ ଗୁରୁ ତେଗ୍ ବାହାଦୂରଙ୍କୁ ତାଙ୍କ ସହୀଦ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 17 DEC 2023 1:24PM by PIB Bhubaneshwar

ଶ୍ରୀ ଗୁରୁ ତେଗ୍ ବାହାଦୂରଙ୍କୁ ତାଙ୍କ ସହୀଦ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ସ୍ୱାଧୀନତା ଏବଂ ମାନବିକ ମର୍ଯ୍ୟାଦା ପାଇଁ ଶ୍ରୀ ତେଗ୍ ବାହାଦୂରଙ୍କ ଅତୁଳନୀୟ ବଳିଦାନ ସମୟ ସହ ପ୍ରତିଫଳିତ, ଯାହା କି ମାନବିକତାକୁ ଅଖଣ୍ଡତା ଏବଂ କରୁଣାର ସହ ବଞ୍ଚିବାକୁ ପ୍ରେରଣା ଦିଏ ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଆଜି ଆମେ ସହୀଦ ଶ୍ରୀ ଗୁରୁ ତେଗ୍ ବାହାଦୂରଙ୍କ ସାହସ ଓ ଶକ୍ତିକୁ ସ୍ମରଣ କରୁଛୁ । ସ୍ୱାଧୀନତା ଏବଂ ମାନବିକ ମର୍ଯ୍ୟାଦା ପାଇଁ ତାଙ୍କ ବଳିଦାନ ସମୟ ସହ ପ୍ରତିଫଳିତ, ଯାହାକି ମାନବିକ ଅକ୍ଷୁଣ୍ଣତା ଏବଂ କରୁଣାରେ ବଞ୍ଚିବାକୁ ପ୍ରେରଣା ଦିଏ । ତାଙ୍କର ଶିକ୍ଷା, ଏକତା ଏବଂ ଧାର୍ମିକତାକୁ ଗୁରୁତ୍ୱ ଦେଇ ଭାଇଚାରା ଏବଂ ଶାନ୍ତିର ମାର୍ଗକୁ ଆଲୋକିତ କରେ ।’

 

  SR



(Release ID: 1987670) Visitor Counter : 46