ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କାଶୀ ତାମିଲ ସଙ୍ଗମ ଫୋରମ ଭାରତର ଏକତା ଏବଂ ବିବିଧତାର ଏକ ପ୍ରମାଣ: ପ୍ରଧାନମନ୍ତ୍ରୀ
Posted On:
14 DEC 2023 9:35PM by PIB Bhubaneshwar
କାଶୀ ତାମିଲ ସଙ୍ଗମ ଫୋରମ ଭାରତର ଏକତା ଏବଂ ବିବିଧତାର ଏକ ପ୍ରମାଣ ଯାହା କି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଭାବନାକୁ ମଜଭୁତ କରେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ସମୃଦ୍ଧ ସଂସ୍କୃତିର ଉତ୍ସବରେ କାଶୀ ପୁଣି ଥରେ କାଶୀ ସଙ୍ଗମ୍ ପାଇଁ ଲୋକଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।
କାଶୀ ତାମିଲ ସଙ୍ଗମ୍ ୨୦୨୩ ଡିସେମ୍ବର ୧୭ରୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ବାରାଣସୀରେ ଅନୁଷ୍ଠିତ ହେବ ।
କାଶୀ ତାମିଲ ସଙ୍ଗମ୍ର ଏକ୍ସ ପୋଷ୍ଟରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ସମୃଦ୍ଧ ସଂସ୍କୃତିର ଉତ୍ସବରେ କାଶୀ ପୁଣି ଥରେ କାଶୀ ସଙ୍ଗମ୍ ପାଇଁ ଲୋକଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଥିବାରୁ ସେଠାରେ ବେଶ୍ ଉତ୍ସାହ ରହିଛି । ଏହି ଫୋରମ ଭାରତର ଏକତା ଏବଂ ବିବିଧତାର ଏକ ପ୍ରମାଣ ଯାହା କି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଭାବନାକୁ ମଜଭୁତ କରେ ।’
SR
(Release ID: 1987189)
Visitor Counter : 74
Read this release in:
English
,
Urdu
,
Hindi
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam