ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଫ୍ରାନ୍ସର ସେର୍ଗିରେ ଥିବା ଥିରୁବଲୁଭର ପ୍ରତିମୂର୍ତ୍ତି ଫ୍ରାନ୍ସ ଏବଂ ଭାରତ ମଧ୍ୟରେ ସାଂସ୍କୃତିକ ସମ୍ପର୍କର ଏକ ସୁନ୍ଦର ପ୍ରମାଣ: ପ୍ରଧାନମନ୍ତ୍ରୀ

प्रविष्टि तिथि: 10 DEC 2023 8:10PM by PIB Bhubaneshwar

ଫ୍ରାନ୍ସର ସେର୍ଗିରେ ଥିବା ଥିରୁବଲୁଭର ପ୍ରତିମୂର୍ତ୍ତି ଫ୍ରାନ୍ସ ଏବଂ ଭାରତ ମଧ୍ୟରେ ସାଂସ୍କୃତିକ ସମ୍ପର୍କର ଏକ ସୁନ୍ଦର ପ୍ରମାଣ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

 

ଫ୍ରାନ୍ସର ଏକ ସହର ସେର୍ଗିର ମେୟର ଜିନ୍‌-ପଲ ଜିନଡନ ସେର୍ଗିରେ ଥିବା ଥିରୁବଲୁଭର ପ୍ରତିମୂର୍ତ୍ତି ଉଦ୍‌ଘାଟନ ବାବଦ କିଛି ଫଟୋ ପୋଷ୍ଟ କରିଛନ୍ତି ।

 

ଜିନ୍‌-ପଲ ଜିନ୍‌ଡନଙ୍କ ଏକ୍ସ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଫ୍ରାନ୍ସର ସେର୍ଗିରେ ଥିବା ଥିରୁବଲୁଭର ପ୍ରତିମୂର୍ତ୍ତି ଫ୍ରାନ୍ସ ଏବଂ ଭାରତ ମଧ୍ୟରେ ସାଂସ୍କୃତିକ ସମ୍ପର୍କର ଏକ ସୁନ୍ଦର ପ୍ରମାଣ । ଥିରୁବଲୁଭର ବୁଦ୍ଧି ଏବଂ ଜ୍ଞାନର ଏକ ପ୍ରତୀକ । ତାଙ୍କ ଲେଖା ଦୁନିଆ ସାରା କୋଟି କୋଟି ଲୋକଙ୍କୁ ପ୍ରେରିତ କରିଥାଏ ।’

 

  SR


(रिलीज़ आईडी: 1985309) आगंतुक पटल : 93
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam