ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଧାରା ୩୭୦ ଏବଂ ୩୫(ଏ) ଉପରେ ସୁପ୍ରିମକୋର୍ଟଙ୍କ ରାୟ ବିଷୟରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ

Posted On: 12 DEC 2023 9:43AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧାରା ୩୭୦ ଏବଂ ୩୫ (ଏ) ଉପରେ ସୁପ୍ରିମ୍ କୋର୍ଟଙ୍କ ରାୟ ବିଷୟରେ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି –

ଧାରା ୩୭୦ ଓ ୩୫(ଏ) ଉପରେ ଗତକାଲି ସୁପ୍ରିମ୍ କୋର୍ଟ ଦେଇଥିବା ରାୟ ସାମ୍ବିଧାନିକ ଏକତାକୁ ବଢ଼ାଇ ଦେଇଛି । ଏହା ଭାରତବାସୀଙ୍କ ମଧ୍ୟରେ ଏକତାର ବନ୍ଧନକୁ ମଧ୍ୟ ସୁଦୃଢ଼ କରିଛି । ଏହି ପ୍ରସଙ୍ଗରେ କିଛି ବିଚାର ଲେଖିଥିଲେ ।

https://www.narendramodi.in/sc-verdict-on-article-370-has-strengthened-the-spirit-of-ek-bharat-shreshtha-bharat.

 

  ***

SSP



(Release ID: 1985308) Visitor Counter : 50