ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡେରାଡୁନ୍ ଠାରେ ନିବେଶକ ସମ୍ମିଳନୀରେ ସ୍ୱଦେଶୀ ଉତ୍ପାଦ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ

Posted On: 08 DEC 2023 5:11PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡେରାଡୁନ୍ ଠାରେ ନିବେଶକ ସମ୍ମିଳନୀରେ ପ୍ରଦର୍ଶିତ ସ୍ୱଦେଶୀ ଉତ୍ପାଦର ଝଲକ ପୋଷ୍ଟ କରିଛନ୍ତି । 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

“ଡେରାଡୁନର ନିବେଶକ ସମ୍ମିଳନୀରେ ଦେବଭୂମିର ଉତ୍ପାଦକୁ ଅତି ନିକଟରୁ ଦେଖିବା ସହ ଏହି ବ୍ୟବସାୟ ସହ ଜଡ଼ିତ ମୋ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିବାର ସୁଯୋଗ ପାଇଥିଲି । ମୋର ବିଶ୍ୱାସ ଯେ ଉତ୍ତରାଖଣ୍ଡରେ ପ୍ରସ୍ତୁତ ହୋଇଥିବା ଜିନିଷ ଗୁଡିକ ବିଶ୍ୱବ୍ୟାପୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ । “

***

SSP



(Release ID: 1984297) Visitor Counter : 34