ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆନ୍ଧ୍ର ପ୍ରଦେଶର ତିରୁମାଲା ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା
प्रविष्टि तिथि:
27 NOV 2023 10:01AM by PIB Bhubaneswar
ଆନ୍ଧ୍ର ପ୍ରଦେଶର ତିରୁମାଲା ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରାର୍ଥନା କରିଛନ୍ତି । ସେ ୧୪୦ କୋଟି ଭାରତୀଙ୍କ ଉତ୍ତମ ସ୍ୱାସ୍ଥ୍ୟ, କଲ୍ୟାଣ ଓ ସମୃଦ୍ଧି ପାଇଁ ଭଗବାନ ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ଆଶୀର୍ବାଦ ମାଗିଛନ୍ତି । ଶ୍ରୀ ମୋଦୀ ତିରୁମାଲାରେ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରୁ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ତିରୁମାଲାରେ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ୧୪୦ କୋଟି ଭାରତୀଙ୍କ ଉତ୍ତମ ସ୍ୱାସ୍ଥ୍ୟ, କଲ୍ୟାଣ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛି ।’
SR
(रिलीज़ आईडी: 1980184)
आगंतुक पटल : 115
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam