ଉପରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

ଉପରାଷ୍ଟ୍ରପତି ୨୪ ନଭେମ୍ବର ୨୦୨୩ରେ ଗୁଜରାଟର ଗାନ୍ଧୀନଗର ଗସ୍ତରେ ଯିବେ


ଉପରାଷ୍ଟ୍ରପତି ଆଇସିଏଆଇ ଦ୍ୱାରା ଆୟୋଜିତ "ଗ୍ଲୋବାଲ ପ୍ରଫେସନାଲ ଆକାଉଣ୍ଟାଣ୍ଟସ କନଭେନସନ"କୁ ଉଦଘାଟନ କରିବେ

प्रविष्टि तिथि: 22 NOV 2023 10:34AM by PIB Bhubaneshwar

ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ ୨୪ ନଭେମ୍ବର, ୨୦୨୩ରେ ଗୁଜରାଟର ଗାନ୍ଧୀନଗର ଗସ୍ତ କରିବେ ।

ଶ୍ରୀ ଧନଖଡ଼ ରାଜ୍ୟର ନିଜର ଏକଦିବସୀୟ ଯାତ୍ରା ଅବସରରେ ଗାନ୍ଧୀ ନଗରରେ ଭାରତୀୟ ସନଦୀ ଲେଖାକାର ସଂସ୍ଥାନ (ICAI) ଦ୍ବାରା ଆୟୋଜିତ 'ଗ୍ଲୋବାଲ ପ୍ରଫେସନାଲ ଆକାଉଣ୍ଟାଣ୍ଟସ୍ ସମ୍ମିଳନୀ’ର ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

 

***********

NS/MB


(रिलीज़ आईडी: 1979014) आगंतुक पटल : 113
इस विज्ञप्ति को इन भाषाओं में पढ़ें: Kannada , Tamil , Marathi , Assamese , English , Urdu , हिन्दी , Bengali-TR , Gujarati