ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କ୍ରିକେଟ ବିଶ୍ୱକପରେ ବିଜୟ ପାଇଁ ଅଷ୍ଟ୍ରେଲିଆକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 19 NOV 2023 9:35PM by PIB Bhubaneshwar

ଆଜି ବିଶ୍ୱକପରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆକୁ ଅଭିନନ୍ଦନ ଜଣାଇଛନ୍ତି ।

 

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ବିଶ୍ୱକପରେ ଚମତ୍କାର ବିଜୟ ପାଇଁ ଅଷ୍ଟ୍ରେଲିଆକୁ ଅଭିନନ୍ଦନ! ଟୁର୍ଣ୍ଣାମେଣ୍ଟରେ ସେମାନଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲ ଯାହା କି ଚମତ୍କାର ବିଜୟରେ ଶେଷ ହୋଇଥିଲା । ଆଜିର ମ୍ୟାଚରେ ଉଲ୍ଲେଖନୀୟ ଖେଳ ପାଇଁ ଟ୍ରାଭିସ୍ ହେଡ୍‌ଙ୍କୁ ପ୍ରଶଂସା ।’

 

SR


(रिलीज़ आईडी: 1978124) आगंतुक पटल : 96
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam