ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୨୦୨୩-୨୪ରେ ଏପର୍ଯ୍ୟନ୍ତ ଦିଆଯାଇଥିବା ସର୍ବାଧିକ ପେଟେଣ୍ଟକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାର
Posted On:
17 NOV 2023 10:39AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩-୨୪ରେ ଏପର୍ଯ୍ୟନ୍ତ ଦିଆଯାଇଥିବା ସର୍ବାଧିକ ପେଟେଣ୍ଟ କୁ ସ୍ୱୀକାର କରିଛନ୍ତି ।
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲଙ୍କ ଏକ୍ସ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଏହା ଏକ ଉଲ୍ଲେଖନୀୟ କାର୍ଯ୍ୟ, ଯାହା କି ଏକ ଅଭିନବ ଉପାୟରେ ଚାଳିତ ଜ୍ଞାନ ଅର୍ଥନୀତିର ଯାତ୍ରାରେ ଏକ ମାଇଲଖୁଣ୍ଟ । ଭାରତର ଯୁବପିଢ଼ି ଏହିପରି ପଦକ୍ଷେପ ଦ୍ୱାରା ଲାଭବାନ ହେବେ ।’
SR
(Release ID: 1977610)
Visitor Counter : 115
Read this release in:
Tamil
,
Kannada
,
Manipuri
,
Assamese
,
Bengali
,
English
,
Urdu
,
Marathi
,
Hindi
,
Punjabi
,
Gujarati
,
Telugu
,
Malayalam