ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୫୦ତମ ଦିନିକିଆ ଶତକ ହାସଲ କରିଥିବାରୁ ବିରାଟ କୋହଲିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
Posted On:
15 NOV 2023 6:43PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିରାଟ କୋହଲି ପ୍ରଥମ କ୍ରିକେଟର ଭାବେ ୫୦ ଦିନିକିଆ ଅନ୍ତର୍ଜାତୀୟ ଶତକ ହାସଲ କରିଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘’ଆଜି ବିରାଟ କୋହଲି କେବଳ ତାଙ୍କର ୫୦ତମ ଦିନିକିଆ ଶତକ ହାସଲ କରିନାହାନ୍ତି ବରଂ ଶ୍ରେଷ୍ଠ କ୍ରୀଡ଼ାଦକ୍ଷତାର ପରିଚୟ ଦେଉଥିବା ଉତ୍କର୍ଷତା ଓ ନିଷ୍ଠାର ଭାବନାର ଉଦାହରଣ ମଧ୍ୟ ଦେଇଛନ୍ତି।‘
ଏହି ଉଲ୍ଲେଖନୀୟ ମାଇଲଖୁଣ୍ଟ ତାଙ୍କର ସ୍ଥାୟୀ ସମର୍ପଣ ଏବଂ ଅସାଧାରଣ ପ୍ରତିଭାର ପ୍ରମାଣ ।
ମୁଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ସେ ଭବିଷ୍ୟତ ପିଢ଼ି ପାଇଁ କିର୍ତ୍ତୀମାନ ସ୍ଥାପିତ କରିବା ଜାରି ରଖନ୍ତୁ।
HS
(Release ID: 1977278)
Visitor Counter : 86
Read this release in:
Kannada
,
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam