ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶ୍ୱକପ୍ ମ୍ୟାଚରେ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 12 NOV 2023 9:59PM by PIB Bhubaneshwar

ନେଦରଲ୍ୟାଣ୍ଡ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

 

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଆମ କ୍ରିକେଟ ଟିମ୍ ପାଇଁ ଦୀପାବଳି ଆହୁରି ସ୍ୱତନ୍ତ୍ର ହୋଇଛି ।

 

ନେଦରଲ୍ୟାଣ୍ଡ ବିପକ୍ଷରେ ଚମତ୍କାର ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ! ଦକ୍ଷତା ଏବଂ ଦଳଗତ କାର୍ଯ୍ୟର ଏକ ପ୍ରଭାବଶାଳୀ ପ୍ରଦର୍ଶନ ।

 

ସେମି ଫାଇନାଲ ପାଇଁ ଶୁଭେଚ୍ଛା! ଭାରତ ବେଶ୍ ଆନନ୍ଦିତ ।’

 SR


(रिलीज़ आईडी: 1976682) आगंतुक पटल : 126
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Malayalam