ପୋଷ୍ଟ କରାଯିବା ଦିନାଙ୍କ:
01 NOV 2023 12:44PM by PIB Bhubaneswar
କନ୍ନଡ଼ ରାଜ୍ୟୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘କନ୍ନଡ଼ ରାଜ୍ୟୋତ୍ସବ ଅବସରରେ ଆମେ କର୍ଣ୍ଣାଟକର ଭାବନାର ଉତ୍ସବ ପାଳନ କରୁଛୁ, ଯାହା କି ପ୍ରାଚୀନ ଉଦ୍ଭାବନ ଏବଂ ଆଧୁନିକ ଉଦ୍ୟୋଗର ଏକ ସ୍ଥଳ । ଏଠାକାର ଲୋକ ହୃଦୟବାନ ଏବଂ ଜ୍ଞାନୀ, ସେମାନେ ରାଜ୍ୟର ନିରନ୍ତର ଯାତ୍ରାକୁ ଗତି ଦେଇଥା’ନ୍ତି । କର୍ଣ୍ଣାଟକ ଏପରି ନିରନ୍ତର ପ୍ରଗତି କରୁ, ଉଦ୍ଭାବନ ସହ ପ୍ରେରଣାଦାୟୀ ହେଉ ।’
SR