ପୋଷ୍ଟ କରାଯିବା ଦିନାଙ୍କ:
01 NOV 2023 11:20AM by PIB Bhubaneswar
ଆନ୍ଧ୍ରପ୍ରଦେଶ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଆନ୍ଧ୍ରପ୍ରଦେଶ ପ୍ରତିଷ୍ଠା ଦିବସର ଏକ ବିଶେଷ ଅବସରରେ ଏହି ଗତିଶୀଳ ରାଜ୍ୟର ଲୋକଙ୍କୁ ହାର୍ଦ୍ଦିକ ଶୁଭକାମନା । ନିଜ ଅସାଧାରଣ ପ୍ରତିଭା, ଅତୁଟ ସଂକଳ୍ପ ଏବଂ ଦୃଢ଼ ମନୋଭାବ ସହ ଆନ୍ଧ୍ରପ୍ରଦେଶର ଲୋକ ଉତ୍କର୍ଷତାର ବିଭିନ୍ନ କ୍ଷେତ୍ରରେ ନିଜ ଛାପ ଛାଡ଼ିଛନ୍ତି । ସେମାନଙ୍କ ନିରନ୍ତର ବିକାଶ ଏବଂ ସଫଳତା ପାଇଁ ମୁଁ ପ୍ରାର୍ଥନା କରୁଛି ।’
SR