ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆନ୍ଧ୍ରପ୍ରଦେଶ ଗଠନ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 01 NOV 2023 11:20AM by PIB Bhubaneshwar

ଆନ୍ଧ୍ରପ୍ରଦେଶ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଆନ୍ଧ୍ରପ୍ରଦେଶ ପ୍ରତିଷ୍ଠା ଦିବସର ଏକ ବିଶେଷ ଅବସରରେ ଏହି ଗତିଶୀଳ ରାଜ୍ୟର ଲୋକଙ୍କୁ ହାର୍ଦ୍ଦିକ ଶୁଭକାମନା । ନିଜ ଅସାଧାରଣ ପ୍ରତିଭା, ଅତୁଟ ସଂକଳ୍ପ ଏବଂ ଦୃଢ଼ ମନୋଭାବ ସହ ଆନ୍ଧ୍ରପ୍ରଦେଶର ଲୋକ ଉତ୍କର୍ଷତାର ବିଭିନ୍ନ କ୍ଷେତ୍ରରେ ନିଜ ଛାପ ଛାଡ଼ିଛନ୍ତି । ସେମାନଙ୍କ ନିରନ୍ତର ବିକାଶ ଏବଂ ସଫଳତା ପାଇଁ ମୁଁ ପ୍ରାର୍ଥନା କରୁଛି ।’

 

 SR


(रिलीज़ आईडी: 1973726) आगंतुक पटल : 97
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam