ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଇନ୍‌ଫାଣ୍ଟ୍ରି ଦିବସ ଅବସରରେ ଭାରତୀୟ ସେନାର ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 27 OCT 2023 1:52PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇନ୍‌ଫାଣ୍ଟ୍ରି ଦିବସ ଅବସରରେ ଭାରତୀୟ ସେନାର ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଭାରତୀୟ ସେନାର ଲୋକ ସୂଚନା ବିଭାଗର ଏଡିଜିଙ୍କ ଦ୍ୱାରା ଟ୍ବିଟର ର ଏକ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି:

ସେ କହିଛନ୍ତି, ଭାରତୀୟ ସେନାର ସମସ୍ତ ଯବାନଙ୍କୁ ଇନଫାଣ୍ଟ୍ରି ଦିବସର ଶୁଭେଚ୍ଛା ଏହା ଆମ ଇନଫାଣ୍ଟ୍ରି ବାହିନୀର ନିରନ୍ତର ସାହସ ଏବଂ ଦୃଢ଼ତାକୁ ସମ୍ମାନ ଦେବାର ଦିନ ସେମାନଙ୍କର ପ୍ରତ୍ୟେକ ପ୍ରୟାସ ଆମ ଦେଶର ସୁରକ୍ଷା ଏବଂ ସାର୍ବଭୌମତ୍ୱ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ସେମାନଙ୍କ ଅକ୍ଳାନ୍ତ ସତର୍କତା ଅତୁଳନୀୟ ବୀରତ୍ୱ ସର୍ବଦା ପ୍ରକାଶିତ ହୋଇଛି।

 

BS


(ରିଲିଜ ଆଡି: 1972204) ପରିଦର୍ଶକ କାଉଣ୍ଟର : 72