ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ଏସିଆନ୍ ପାରା ଗେମ୍ସରେ ପୁରୁଷ ଡିସ୍କସ୍ ଥ୍ରୋ ରେ କାଂସ୍ୟ ପଦକ ଜିତିଥିବା ମୁଥୁରାଜାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 24 OCT 2023 9:49PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ ପାରା ଗେମ୍ସରେ ପୁରୁଷ ଡିସ୍କସ୍ ଥ୍ରୋ- ଏଫ୍ ୫୪/୫୫/୫୬ ରେ କାଂସ୍ୟ ପଦକ ହାସଲ କରିଥିବା ମୁଥୁରାଜାଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି :

କାଂସ୍ୟ ପଦକ ବିଜୟ ପାଇଁ ଉଲ୍ଲେଖନୀୟ ମୁଥୁରାଜାଙ୍କୁ ଅଭିନନ୍ଦନ ।

ପୁରୁଷ ଡିସ୍କସ୍ ଥ୍ରୋ-ଏଫ୍ ୫୪/୫୫/୫୬ରେ ଏହି ମହାନ ସଫଳତା ପାଇଁ ଦେଶ ପାଇଁ ଗୌରବର ବିଷୟ। ଏହି ଅସାଧାରଣ ପ୍ରଦର୍ଶନ ତାଙ୍କ ସମର୍ପଣ ଏବଂ ଭାବନାର ପ୍ରମାଣ ଭାରତ ଆପଣଙ୍କ ପାଇଁ ଗର୍ବିତ

 

BS

 



(Release ID: 1970814) Visitor Counter : 77