ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଡ. ଏପିଜେ ଅବଦୁଲ୍ କଲାମଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 15 OCT 2023 8:42AM by PIB Bhubaneshwar

ଭାରତର ପୂର୍ବତନ ରାଷ୍ଟ୍ରପତି . ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ର ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

 

ପ୍ରଧାନମନ୍ତ୍ରୀ ତାଙ୍କ ଶାଳୀନ ବ୍ୟବହାର ଏବଂ ବୈଜ୍ଞାନିକ ପ୍ରତିଭାକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଦେଶ ପାଇଁ . କଲାମଙ୍କ ପାଇଁ ଅବଦାନ ଅତୁଳନୀୟ ଅବଦାନ ସବୁଦିନ ଲାଗି ସ୍ମରଣୀୟ ହୋଇରହିବ

 

ଶ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

ନିଜ ନମ୍ର ଆଚରଣ ଏବଂ ବିଶିଷ୍ଟ ବୈଜ୍ଞାନିକ ପ୍ରତିଭା ପାଇଁ ପ୍ରତ୍ୟେକଙ୍କ ପ୍ରିୟ ହୋଇଥିବା . ଏପିଜେ ଅବଦୁଲ କଲାମଙ୍କୁ  ତାଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ ରାଷ୍ଟ୍ର ନିର୍ମାଣରେ ତାଙ୍କ ଅତୁଳନୀୟ ଅବଦାନ ସର୍ବଦା ଶ୍ରଦ୍ଧାପୂର୍ବକ ସ୍ମରଣ କରାଯିବ

 

SR


(Release ID: 1967980)