ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନର୍ଥ ଇଷ୍ଟ ଏକ୍ସପ୍ରେସର କିଛି ବଗି ଲାଇନଚ୍ୟୁତ ହେବା ପରେ ଜୀବନ ହାନି ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 12 OCT 2023 12:39PM by PIB Bhubaneswar

ନର୍ଥ ଇଷ୍ଟ ଏକ୍ସପ୍ରେସର କିଛି ବଗି ଲାଇନଚ୍ୟୁତ ହେବା ପରେ ଜୀବନ ହାନି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ଅଧିକାରୀମାନେ ପ୍ରଭାବିତଙ୍କୁ ସବୁ ପ୍ରକାର ସହାୟତା କରିବା ଉପରେ ସେ ଜୋର ଦେଇଛନ୍ତି

 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:

 

ନର୍ଥ ଇଷ୍ଟ ଏକ୍ସପ୍ରେସର କିଛି ବଗି ଲାଇନଚ୍ୟୁତ ହେବା ଯୋଗୁ ଜୀବନ ହାନି ପାଇଁ ଦୁଃଖିତ ଶୋକସନ୍ତପ୍ତ ପରିବାରକୁ ମୋର ସମବେଦନା ଆହତମାନେ ଶୀଘ୍ର ସୁସ୍ଥ ହେବାକୁ କାମନା କରୁଛି ଅଧିକାରୀମାନେ ସମସ୍ତ ପ୍ରଭାବିତଙ୍କୁ ସବୁ ପ୍ରକାର ସହାୟତା କରୁଛନ୍ତି: ପ୍ରଧାନମନ୍ତ୍ରୀ

 

SR


(ରିଲିଜ ଆଡି: 1967014) ପରିଦର୍ଶକ କାଉଣ୍ଟର : 139