ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବ୍ୟାଣ୍ଡମିଣ୍ଟନ୍ ପୁରୁଷ ଡବଲ୍ସ ରେ ସ୍ବର୍ଣ୍ଣ ପଦକ ଜିତିଥିବା ହେତୁ ସାତ୍ତ୍ବିକ ସାଇରାଜ୍ ରାଙ୍କିରେଡ୍ଡୀ ଓ ଚିରାଗ୍ ସେଟ୍ଟିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 07 OCT 2023 3:45PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୋଉରେ ଏସିଆନ୍ ଗେମରେ ବ୍ୟାଡମିଣ୍ଟନ ପୁରୁଷ ଡବଲ୍‌ସରେ ସ୍ବର୍ଣ୍ଣ ପଦକ ଜିତିଥିବା ହେତୁ ସାତ୍ତ୍ବିକ ସାଇଜ୍ ରାଙ୍କିରେଡ୍ଡୀ ଓ ଚିରାଗ୍ ସେଟ୍ଟିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି :

‘‘ସାତ୍ତ୍ବିକ ସାଇରାଜ୍ ଏବଂ ଚିରାଗ୍ ସେଟ୍ଟୀ ଙ୍କ ଆକର୍ଷଣୀୟ ଯୋଡ଼ି ବ୍ୟାଡମିଣ୍ଟନ୍ ପୁରୁଷ ଡବଲ୍‌ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେମାନଙ୍କୁ ଅଭିନନ୍ଦନ। ତାଙ୍କର ଖେଳ କୋର୍ଟକୁ ଚମକାଇଥାଏ ଓ ଭାରତକୁ ସର୍ବଦା ଗୌରବାନ୍ବିତ କରିଥାଏ!’’

 

BS


(रिलीज़ आईडी: 1965692) आगंतुक पटल : 105
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam