ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସିଆନ୍ ଗେମ 2022 ରେ ପୁରୁଷଙ୍କ କୁସ୍ତିର 86 କିଲୋଗ୍ରାମ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ହେତୁ ଦୀପକ ପୁନିଆକୁ ଅଭିନନ୍ଦନ ଜଣାଇଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
07 OCT 2023 6:20PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହୋଙ୍ଗଝାଉରେ ଏସିଆନ୍ ଗେମ୍-2022 ରେ ପୁରୁଷଙ୍କ କୁସ୍ତିର 86 କିଲୋଗ୍ରାମ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ହେତୁ ଦୀପକ ପୁନିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଛନ୍ତି :
‘‘ଦୀପକ ପୁନିଆଁଙ୍କର ଏହା ଅବିଶ୍ବସନୀୟ ପ୍ରଦର୍ଶନ। ପୁରୁଷ କୁସ୍ତିର 86 କିଲୋଗ୍ରାମ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ଅଭିନନ୍ଦନ।’’
ତାଙ୍କର ସମର୍ପଣ ଏବଂ ଭାବନା ବାସ୍ତବରେ ପ୍ରେରଣାଦାୟକ ଅଟେ ଏବଂ ଏହି କାରଣରୁ ଏହି ଅଦ୍ଭୁତ ପ୍ରଦର୍ଶନ ଦେଖାଯାଇ ପାରିଛି।
BS
(ରିଲିଜ ଆଡି: 1965689)
ପରିଦର୍ଶକ କାଉଣ୍ଟର : 127
ଏହି ରିଲିଜ ପଢନ୍ତୁ :
Tamil
,
Malayalam
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Telugu
,
Kannada