ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଏସିଆନ୍ ଗେମରେ ପୁରୁଷ କବାଡ଼ି ଟିମ୍ ଦ୍ବାରା ସ୍ବର୍ଣ୍ଣ ପଦକ ଜିତିଥିବା ହେତୁ ଅଭିନନ୍ଦନ ଜଣାଇଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
07 OCT 2023 6:34PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୋଉରେ ହେଉଥିବା ଏସିଆନ୍ ଗେମ୍-2022 ରେ ଭାରତର ପୁରୁଷ କବାଡ଼ି ଟିମ୍ ଦ୍ବାରା ସ୍ବର୍ଣ୍ଣ ପଦକ ଜିତିଥିବା ହେତୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଛନ୍ତି :
‘‘ହର୍ଷୋଲ୍ଲାସର ସମୟ। ଆମର କବାଡ଼ି ଟିମ୍ ଅପରାଜେୟ ଅଟେ, ଏସିଆନ୍ ଗେମରେ ସ୍ବର୍ଣ୍ଣ ପଦକ ଜିତିଥିବାରୁ ଅଭିନନ୍ଦନ। ତାଙ୍କର ନିରନ୍ତର ପ୍ରଚେଷ୍ଟା ଏବଂ ଉଲ୍ଲେଖନୀୟ ଟିମୱାର୍କ ଦ୍ବାରା ଭାରତକୁ ଏହି ଗୌରବ ମିଳିପାରିଛି।’’
BS
(ରିଲିଜ ଆଡି: 1965687)
ପରିଦର୍ଶକ କାଉଣ୍ଟର : 120
ଏହି ରିଲିଜ ପଢନ୍ତୁ :
Kannada
,
Tamil
,
Malayalam
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Telugu