ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୁରୁଷ ତୀରନ୍ଦାଜ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଅତନୁ ଦାସ, ତୁଷାର ଶେଲକେ ଏବଂ ବୋମ୍ମାଦେବର ଧୀରଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 06 OCT 2023 6:17PM by PIB Bhubaneswar

ଏସୀୟ କ୍ରୀଡ଼ାରେ ପୁରୁଷ ତୀରନ୍ଦାଜ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବାରୁ ଅତନୁ ଦାସ, ତୁଷାର ଶେଲକେ ଏବଂ ବୋମ୍ମାଦେବର ଧୀରଜଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

ଆମ ପୁରୁଷ ତୀରନ୍ଦାଜ ଟିକର୍ଭ ଟିମ୍ ରୌପ୍ୟ ପଦକ ଜିତିବା ବେଶ୍ ଖୁସିର କ୍ଷଣ ଅତନୁ ଦାସ, ତୁଷାର ଶେଲକେ ଏବଂ ବୋମ୍ମାଦେବର ଧୀରଜଙ୍କୁ ଅଭିନନ୍ଦନ ଏପରି ବିଜୟ ଜାରି ରହୁ ସେମାନଙ୍କ ପ୍ରଦର୍ଶନ ନିଷ୍ଠା, ସମର୍ପଣ ଦୃଢ଼ ସଂକଳ୍ପ କେନ୍ଦ୍ରୀକ ଥିଲା

 

SR


(ରିଲିଜ ଆଡି: 1965369) ପରିଦର୍ଶକ କାଉଣ୍ଟର : 137