ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସିଆନ୍ ଗେମ 2022 ରେ ପୁରୁଷଙ୍କ କେନୋ ଡବଲ୍ 1000 ମିଟର ଇଭେଣ୍ଟରେ ଅର୍ଜୁନ ସିଂ ଓ ସୁଶିଲ୍ ସିଂ ସଲାମଙ୍କ ଦ୍ବାରା ବ୍ରୋଞ୍ଜ ପଦକ ଜିତିଥିବା ହେତୁ ଖୁସି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
03 OCT 2023 2:19PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୌରେ ଆୟୋଜିତ ଏସିଆନ୍ ଗେମ୍ 2022 ରେ ପୁରୁଷଙ୍କ କେନୋ ଡବଲ୍ 1000 ମିଟର ଇଭେଣ୍ଟରେ ବ୍ରୋଞ୍ଚ ପଦକ ଜିତିଥିବା ହେତୁ ଅର୍ଜୁନ ସିଂ ଏବଂ ସୁସିଲ୍ ସିଂ ସଲାମଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି
‘‘ଏସିଆନ୍ ଗେମରେ ପୁରୁଷଙ୍କ କେନୋ ଡବଲ୍ 1000 ମିଟର ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ହେତୁ ଅର୍ଜୁନ ସିଂ ଏବଂ ସୁସିଲ୍ ସିଂ ସଲାମଙ୍କୁ ଅଭିନନ୍ଦନ।
ସେମାନେ ତାଙ୍କର ଆକର୍ଷଣୀୟ ପ୍ରଦର୍ଶନ ଏବଂ ଦୃଢ଼ ସଙ୍କଳ୍ପ ଦ୍ବାରା ଦେଶକୁ ଗୌରବାନ୍ବିତ କରିଛନ୍ତି। ସେ ଲକ୍ଷ୍ୟ ଲକ୍ଷ୍ୟ ଯୁବ ଭାରତୀୟଙ୍କୁ ନିଜର ସ୍ବପ୍ନକୁ ସାକାର କରିବା ଏବଂ ଖେଳରେ ଉତ୍କୃଷ୍ଟତା ହାସଲ କରିବା ପାଇଁ ପ୍ରେରିତ କରିଛନ୍ତି।’’
BS
(ରିଲିଜ ଆଡି: 1964228)
ପରିଦର୍ଶକ କାଉଣ୍ଟର : 123
ଏହି ରିଲିଜ ପଢନ୍ତୁ :
Tamil
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam