ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ପୁରୁଷ ସୁଟର ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 01 OCT 2023 8:22PM by PIB Bhubaneswar

ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ପୁରୁଷ ସୁଟର ଟିମର ତୋଣ୍ଡାଇମ୍ୟାନ୍ ପିଆର୍‌, କିନାନ ଚେନାଇ ଏବଂ ଜୋରାଭର ସିଂ ସାନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଆମ ସୁଟର ତୋଣ୍ଡାଇମ୍ୟାନ୍ ପିଆର୍‌, କିନାନ ଚେନାଇ ଏବଂ ଜୋରାଭର ସିଂ ସାନ୍ଧୁଙ୍କ ଚମତ୍କାର ପ୍ରଦର୍ଶନ । ସେମାନେ ଟ୍ରାପ-୫୦ ଟିମ ସଟ୍ସ ଟିମ ପ୍ରତିଯୋଗିତାରେ ଭାରତକୁ ଏକ ଆଦର୍ଶ ସ୍ଥାନକୁ ନେଇଛନ୍ତି । ବହୁତ ସୁନ୍ଦର! ସମ୍ମାନଜନକ ସ୍ୱର୍ଣ୍ଣ ପଦକ ପାଇଁ ଅଭିନନ୍ଦନ ।’

 

SR


(ରିଲିଜ ଆଡି: 1963983) ପରିଦର୍ଶକ କାଉଣ୍ଟର : 113