ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ା ୨୦୨୨ରେ ମହିଳା ଡିସକସ୍ ଥ୍ରୋ ପ୍ରତିଯୋଗିତାରେ ସୀମା ପୁନିଆ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀଙ୍କ ଖୁସି

ପୋଷ୍ଟ କରାଯିବା ଦିନାଙ୍କ: 01 OCT 2023 8:40PM by PIB Bhubaneswar

ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ମହିଳା ଡିସକସ୍ ଥ୍ରୋ ପ୍ରତିଯୋଗିତାରେ ସୀମା ପୁନିଆ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ସୀମା ପୁନିଆଙ୍କ ପାଇଁ ଏକ ଉଲ୍ଲେଖନୀୟ ବ୍ରୋଞ୍ଜ ପଦକ ଡିସକସ୍ ଥ୍ରୋ ପ୍ରତିଯୋଗିତାରେ ସେ ଉନ୍ନତ ପ୍ରଦର୍ଶନ କରିଛନ୍ତି ତାଙ୍କ ନିଷ୍ଠା ଏବଂ ପରିଶ୍ରମ ଦେଶକୁ ପୁଣି ଥରେ ଗର୍ବିତ କରିଛି ।’

 

SR


(ରିଲିଜ ଆଡି: 1963969) ପରିଦର୍ଶକ କାଉଣ୍ଟର : 110