ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସାରା ଦେଶରେ ରେଳ ଷ୍ଟେଶନର ନବୀକରଣ ଆମ ସରକାରଙ୍କ ପ୍ରାଥମିକତା: ପ୍ରଧାନମନ୍ତ୍ରୀ

प्रविष्टि तिथि: 30 SEP 2023 1:15PM by PIB Bhubaneshwar

ଗ୍ୱାଲିୟର ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଚାଲିଥିବା କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି

 

କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ଏକ୍ସ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି:

 

ବହୁତ ଭଲ! ସାରା ଦେଶରେ ରେଳ ଷ୍ଟେସନର ନବୀକରଣ କରିବା ଆମ ସରକାରଙ୍କ ପ୍ରାଥମିକତା ଅତ୍ୟାଧୁନିକ ସୁବିଧା ସହ ଗ୍ୱାଲିୟର ରେଳ ଷ୍ଟେସନର ବିକାଶ ହେବା ଫଳରେ ଲୋକଙ୍କ ଯାତ୍ରା ଆହୁରି ସହଜ ହେବ

 

SR


(रिलीज़ आईडी: 1962574) आगंतुक पटल : 134
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam