ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୫୦ ମିଟର ରାଇଫଲ ମେନ୍ସ ୩ପି ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଐଶ୍ୱର୍ଯ୍ୟ ପ୍ରତାପ ସିଂଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 29 SEP 2023 7:52PM by PIB Bhubaneswar

୫୦ ମିଟର ରାଇଫଲ ମେନ୍ସ ୩ପି ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଐଶ୍ୱର୍ଯ୍ୟ ପ୍ରତାପ ସିଂଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ଐଶ୍ୱର୍ଯ୍ୟ ପ୍ରତାପ ସିଂ ରୌପ୍ୟ ପଦକ ହାସଲ କରିଥିବାରୁ ଗର୍ବିତ । ୫୦ ମିଟର ରାଇଫଲ ମେନ୍ସ ୩ପି ପ୍ରତିଯୋଗିତାରେ ଅତୁଳନୀୟ ପ୍ରଦର୍ଶନ ପାଇଁ ତାଙ୍କୁ ଅଭିନନ୍ଦନ । ସେ ଜଣେ ଚାମ୍ପିୟନ ଯେ କି ଖେଳ କୌଶଳ ଏବଂ ଉତ୍କୃଷ୍ଟତାର ପ୍ରତୀକ ।’

 

SR


(ରିଲିଜ ଆଡି: 1962311) ପରିଦର୍ଶକ କାଉଣ୍ଟର : 101