ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ଜିତିଥିବା ପୁରୁଷ କକ୍ସଲେସ୍ ଫୋର୍ ରୋଇଂ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 25 SEP 2023 2:43PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ କ୍ରୀଡ଼ା ୨୦୨୨ରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତର ପୁରୁଷ କକ୍ସଲେସ ଫୋର ରୋଇଂ ଟିମର ଆଶିଷ, ଭୀମ ସିଂ, ଯଶବିନ୍ଦର ସିଂ ଏବଂ ପୁନିତ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏହି ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିବା ପାଇଁ ଟିମର ଅବିଶ୍ୱସଦୀୟ ସଂକଳ୍ପ ଏବଂ ସମନ୍ୱୟକୁ ଦର୍ଶାଇଛନ୍ତି

SR


(रिलीज़ आईडी: 1960753) आगंतुक पटल : 87
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Malayalam