ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ ହେବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମହିଳା ସାଂସଦ

ପୋଷ୍ଟ କରାଯିବା ଦିନାଙ୍କ: 22 SEP 2023 8:22AM by PIB Bhubaneswar

ସଂସଦର ମହିଳା ସଦସ୍ୟମାନେ ଗତ ରାତିରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ ହେବା ନେଇ ଖୁସି ବ୍ୟକ୍ତ କରିଛନ୍ତି

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ ହେବା ପରେ ଅତ୍ୟନ୍ତ ଆନନ୍ଦିତ ଥିବା ଆମର ଦକ୍ଷ ମହିଳା ସାଂସଦଙ୍କୁ ଭେଟିବାର ଗୌରବ ମିଳିଛି

 

ପରିବର୍ତ୍ତନର ମଶାଲ ଧରିଥିôବା ମହିଳାମାନେ ଏକତ୍ର ହୋଇ ସେମାନେ ସମର୍ଥନ କରିଥିବା ବିଲ୍ ପାଇଁ ଉତ୍ସବ ପାଳିବା ଦେଖି ଖୁସି ଲାଗିଲା

 

ନାରୀ ଶକ୍ତି ବନ୍ଦନ ଅଧିନିୟମ ପାସ୍ ହେବା ସହ ଭାରତ ଏକ ଉଜ୍ଜ୍ୱଳ, ଅଧିକ ସମାବେଶୀ ଭବିଷ୍ୟତ ଆଡ଼କୁ ଗତି କରିଛି ଏବଂ ଆମ ନାରୀ ଶକ୍ତି ଏହି ପରିବର୍ତ୍ତନର ମୂଳରେ ରହିଛନ୍ତି ।’

 

 

SR


(ରିଲିଜ ଆଡି: 1959675) ପରିଦର୍ଶକ କାଉଣ୍ଟର : 185