ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 17 SEP 2023 10:34PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିବା ପ୍ରତ୍ୟେକଙ୍କୁ ଧନ୍ୟବାଦ ଦେଇଛନ୍ତି ସମଗ୍ର ଭାରତ ଏବଂ ବିଶ୍ୱରୁ ଆସିଥିବା ଶୁଭେଚ୍ଛା ବାର୍ତ୍ତା ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ସମଗ୍ର ଭାରତ ଏବଂ ବିଶ୍ୱରୁ ଆଜି ଆସିଥିବା ଶୁଭେଚ୍ଛା ବାର୍ତ୍ତାରେ ମୁଁ ଗଭୀର ଭାବେ ପ୍ରଭାବିତ ହୋଇଛି ଶୁଭେଚ୍ଛା ଜଣାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ଧନ୍ୟବାଦ ଦେଉଛି

ଏହିଦିନ ଅନେକ ଲୋକ ନିଃସ୍ୱାର୍ଥପର ଭାବେ ସାମାଜିକ କାର୍ଯ୍ୟରେ ନିୟୋଜିତ ଥିବା ଦେଖି ବେଶ୍ ଖୁସି ପ୍ରତ୍ୟେକଙ୍କ ଭାବ ସ୍ୱତନ୍ତ୍ର ଏବଂ ଆମର ସାମୂହିକ ଭାବନାକୁ ମଜଭୁତ କରିଥାଏ

SR


(ରିଲିଜ ଆଡି: 1958442) ପରିଦର୍ଶକ କାଉଣ୍ଟର : 154