ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦିଲ୍ଲୀ ମେଟ୍ରୋ ଯାତ୍ରା ପ୍ରି-କୋଭିଡ୍ ସ୍ତରକୁ ଅତିକ୍ରମ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 01 SEP 2023 8:18AM by PIB Bhubaneshwar

ଦିଲ୍ଲୀ ମେଟ୍ରୋରେ ଦୈନିକ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇ       ବାକୁ ନେଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି

ଏକ ଏକ୍ସ ପୋଷ୍ଟରେ କେନ୍ଦ୍ର ଗୃହ ନଗର ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି ଯେ, ଦିଲ୍ଲୀ ମେଟ୍ରୋରେ ଦୈନିକ ଯାତ୍ରୀଙ୍କ ଯାତ୍ରା ପୂର୍ବ-କୋଭିଡ୍ ସ୍ତରକୁ ଅତିକ୍ରମ କରି ସର୍ବୋଚ୍ଚ ସ୍ତରକୁ ଯାଇଛି ୨୦୨୦ ଫେବୃଆରୀରେ ଦିଲ୍ଲୀ ମେଟ୍ରୋରେ ଦୈନିକ ଯାତ୍ରୀ ୬୬,୧୮,୭୧୭ ଥିଲାବେଳେ ୨୦୨୩ ଅଗଷ୍ଟ ୨୮ରେ ଏହା ୬୮,୧୬,୨୫୨କୁ ବୃଦ୍ଧି ପାଇଛି

ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି:

ଚମତ୍କାର ଖବର ଆମ ସହର କେନ୍ଦ୍ରରେ ଆଧୁନିକ ଏବଂ ଆରାମଦାୟକ ସାର୍ବଜନିନ ପରିବହନ ହେଉ ବୋଲି ସୁନିଶ୍ଚିତ କରିବାକୁ ଆମ ସରକାର  କାମ ଜାରି ରଖିବ

SR


(रिलीज़ आईडी: 1954062) आगंतुक पटल : 134
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam