ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ଦରବାର୍ ସାହିବର ପୂର୍ବତନ ମୁଖ୍ୟ ଗ୍ରନ୍ଥୀ ସିଂ ସାହିବ ଜିଆନି ଜଗତାର ସିଂଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 28 AUG 2023 1:22PM by PIB Bhubaneswar

ଶ୍ରୀ ଦରବାର ସାହିବର ପୂର୍ବତନ ମୁଖ୍ୟ ଗ୍ରନ୍ଥୀ ସିଂ ସାହିବ ଜିଆନି ଜଗତାର ସିଂଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଏକାଧିକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଶ୍ରୀ ଦରବାର ସାହିବର ପୂର୍ବତନ ମୁଖ୍ୟ ଗ୍ରନ୍ଥୀ ସିଂ ସାହିବ ଜିଆନି ଜଗତାର ସିଂଙ୍କ ଦେହାନ୍ତରେ ଦୁଃଖିତ । ଗୁରୁ ସାହିବଙ୍କ ଦର୍ଶନ ସହ ମାନବିକତାର ସେବା କରିବାକୁ ତାଙ୍କ ପ୍ରୟାସ ଏବଂ ସମୃଦ୍ଧ ଜ୍ଞାନ ପାଇଁ ତାଙ୍କୁ ସ୍ମରଣ  କରାଯିବ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା ।’

SR


(ରିଲିଜ ଆଡି: 1952981) ପରିଦର୍ଶକ କାଉଣ୍ଟର : 153