ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଲେହ ଦୁର୍ଘଟଣାରେ ଭାରତୀୟ ସେନା କର୍ମଚାରୀଙ୍କ ଜୀବନ ହାନିରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 19 AUG 2023 11:50PM by PIB Bhubaneswar

ଲେହ ନିକଟରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସେନା କର୍ମଚାରୀଙ୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଦୁର୍ଘଟଣାରେ ଆହତଙ୍କ ସେ ଆଶୁ ଆରୋଗ୍ୟ କାମନା କରିଛନ୍ତି

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ଲେହ ନିକଟରେ ଆମେ ଭାରତୀୟ ସେନାର କର୍ମଚାରୀଙ୍କୁ ହରାଇଥିବାରୁ ମର୍ମାହତ ଦେଶ ପ୍ରତି ସେମାନଙ୍କ ସେବା ସର୍ବଦା ସ୍ମରଣୀୟ ହୋଇରହିବ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଯେଉଁମାନେ ଆହତ ହୋଇଛନ୍ତି ସେମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

SR


(ରିଲିଜ ଆଡି: 1950739) ପରିଦର୍ଶକ କାଉଣ୍ଟର : 155