ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମେଘାଳୟ ସପୁରୀକୁ ଉଭୟ ଘରୋଇ ଓ ଅନ୍ତର୍ଜାତୀୟସ୍ତରରେ ମାନ୍ୟତା ମିଳୁଥିବା ଦେଖି ଖୁସି ଯାହା ପାଇଁ ଏହା ଯୋଗ୍ୟ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 19 AUG 2023 9:54AM by PIB Bhubaneswar

ଉଭୟ ଘରୋଇ ଅନ୍ତର୍ଜାତୀୟ ସ୍ତରରେ ମେଘାଳୟ ସପୁରୀକୁ ଏହାର ଯୋଗ୍ୟତା ଅନୁସାରେ ମାନ୍ୟତା ମିଳୁଥିବା ଦେଖି ଖୁସି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି

ନୂଆଦିଲ୍ଲୀର ଦିଲ୍ଲୀ ହାଟରେ ସପୁରୀ ମହୋତ୍ସବ ବାବଦରେ ମେଘାଳୟ ମୁଖ୍ୟମନ୍ତ୍ରୀ ଶ୍ରୀ କେ. ସାଙ୍ଗମାଙ୍କ ଏକାଧିକ ଏକ୍ସ ପୋଷ୍ଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ଘରୋଇ ତଥା ଅନ୍ତର୍ଜାତୀୟ ସ୍ତରରେ ମେଘାଳୟର ସପୁରୀ ମାନ୍ୟତା ପାଇବା ଦେଖି  ବହୁତ ଖୁସି, ଯାହା ପାଇଁ ସେଗୁଡ଼ିକ ଯୋଗ୍ୟ ଏପରି ପ୍ରୟାସ କେବଳ ଆମ ବିବିଧ କୃଷି ଐତିହ୍ୟକୁ ପାଳନ କରେନି ବରଂ ଆମ କୃଷକମାନଙ୍କୁ ମଧ୍ୟ ସଶକ୍ତ କରିଥାଏ

SR


(ରିଲିଜ ଆଡି: 1950429) ପରିଦର୍ଶକ କାଉଣ୍ଟର : 152